ସନ୍ତୋଷର ତ ______ ସେ ଦିଲ୍ଲୀ ଯାଇ ପାରିବ। ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୁରଣ କର |

This question was previously asked in
OSSSC LSI, Forester & Forest Guard Official Paper (Held On: 25 Apr, 2024 Shift 1)
View all Odisha Forest Guard Papers >
  1. ଆଖ୍ ଛୁଇଁଲାଣି
  2. ଆଖୁ ରଖୁଲାଣି
  3. ଆଖି ପାଇଲାଣି
  4. ଆଖ୍ ମାରିଲାଣି

Answer (Detailed Solution Below)

Option 3 : ଆଖି ପାଇଲାଣି
Free
OSSSC Forest Guard,Forester & Livestock Inspector Combined Full Test 1
15.5 K Users
150 Questions 150 Marks 150 Mins

Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି ଆଖି ପାଇଲାଣି.

Key Points

  • ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ।
  • ଯଥା: କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ), କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ଓ ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ)।
  • କ୍ରିୟାହୀନ ରୂଢ଼ି: ଅନ୍ଧର ଲଉଡ଼ି–(ଅସହାୟର ସହାୟ) - ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥିଲେ।
  • କ୍ରିୟାଯୁକ୍ତ ରୂଢ଼ି: ଆଖିଦେବା/ଦୃଷ୍ଟିପକାଇବା–(ବିଷ ଦୃଷ୍ଟିରେ ଦେଖିବା/ଲୋଭ କରିବା) - ପରଦ୍ରବ୍ୟ ପ୍ରତି ଆଖିଦେବା/ଦୃଷ୍ଟି ପକାଇବା ଠିକ୍ ନୁହେଁ।
  • ତୁଳନାତ୍ମକ ରୂଢ଼ି: ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା– ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥାଏ।
  • ଦତ୍ତ 'ସନ୍ତୋଷର ତ ______ ସେ ଦିଲ୍ଲୀ ଯାଇ ପାରିବ' - ବାକ୍ୟଟିରେ ଥିବା ଶୂନ୍ୟସ୍ଥାନ ପାଇଁ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ଆଖି ପାଇଲାଣିହିଁ ଉଦ୍ଦିଷ୍ଟ ଉତ୍ତର ହେବ। 
  • ଏହାର ପଦ ସଂହତିରେ କ୍ରିୟା ପଦ ନଥିବା ହେତୁ ଏହା ଏକ କ୍ରିୟାହୀନ ରୂଢ଼ି।
  • ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଏହାର ଉପଯୁକ୍ତ ରୂଢ଼ ଅର୍ଥ ହେଉଛି 'ଆଖି ପାଇଲାଣି' ଏବଂ ଏହା ଦତ୍ତ ବାକ୍ୟଟି ସହ ଉପଯୁକ୍ତ ମେଳ ଆଣିବାରେ ସମର୍ଥ। 
  • ଯଥା:ସନ୍ତୋଷର ତ ଆଖି ପାଇଲାଣି ସେ ଦିଲ୍ଲୀ ଯାଇ ପାରିବ। 
  • ଏହି କ୍ରିୟାହୀନ ରୂଢ଼ିଟିକୁ ପ୍ରୟୋଗ କରି ଆଉ ଗୋଟିଏ ଉଦାହରଣ ଦେଖିବା:-
  • ନିର୍ମଳର ତ ଆଖି ପାଇଲାଣି, ଏକୁଟିଆ ତାକୁ କଟକ ଯିବାକୁ ମନାକରୁଛ କାହିଁକି ?
Latest Odisha Forest Guard Updates

Last updated on Jun 13, 2025

->OSSSC Forest Guard Merit List is out on the official website. Selected candidates have been called for the DV round to be held from 19th June 2025 onwards.

-> OSSSC Forest Guard Physical Test Notice was released. The PET was conducted from 3rd March 2025.

-> The written exam which was conducted from 24th April to 7th May 2024. 

-> The OSSSC Forest Guard Notification was released for 1677 vacancies.

-> The selection process includes Written Test, Physical Standard Test, Physical Efficiency Test, and Document Verification.

Get Free Access Now
Hot Links: teen patti neta teen patti king teen patti all app